ବିଡିଓ ମହାଶୟାଙ୍କ ଦାଦାଗିରି
ପୁରୀ ଗୋପ ବ୍ଲକର ବିଡିଓ ଦୀପ୍ତିରାଣୀ ଦାସ । ଯାହାଙ୍କ ପାଖକୁ ଲୋକଙ୍କ ସମସ୍ୟା ନେଇ ଯାଇଥିଲେ ବଇରିପୁର ଗାଁର ନିରଞ୍ଜନ ମିଶ୍ର । ମାତ୍ର ତମେ କିଏ, ତମ କଥା କାହିଁକି ଶୁଣିବୁ ବୋଲି କହି ଅଫିସରୁ ତଡି ଦେଉଛନ୍ତି । ରାମ ତମ ତମ ହୋଇ ଟେବୁଲ୍ ବାଡେଇ ଦେଖାଉଛନ୍ତି ନାଲି ଆଖି ବିଡିଓ.....
#ArgusNews #Odisha #Puri #Gop #BDO
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app