ପଣ୍ଡ ହେଲା ଗୋତସ୍କରି । କେନ୍ଦୁଝର ସଦର ଥାନା ଅଂଜରରେ ବେଆଇନ୍ ଗୋଚାଲାଣ ହେଉଥିବା 112 ଗୋରୁ ଉଦ୍ଧାର । କେନ୍ଦୁଝର ଜିଲ୍ଲା ଗୋନାସିକା ଦର୍ଶନ ସାରି ଫେରୁଥିବା ବେଳେ ଅଞ୍ଜର ଠାରେ ବେଆଇନ ଗୋଚାଲାଣ ହେଉଥିବାର ଦେଖିଥିଲେ ରାଜସ୍ଥାନ ପଥମେଡା ଗୋଧାମ ମହାତୀର୍ଥର ସଂସ୍ଥାକ ସ୍ବାମୀ ଦତ୍ତ ଶରଣଆନନ୍ଦଜୀ ଏବଂ ପୁରୀ ପ୍ରଜ୍ଞାନ ମିଶନର ସଂସ୍ଥା ପରମହଂସ ପ୍ରଜ୍ଞାନାନନ୍ଦଜୀ ....
#ArgusNews #Keonjhar #IlligalCowTrafficing
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app