ଦିନରେ ଜାରି ହୋଇପାରେ କର୍ଫ୍ୟୁ.... ସଙ୍କେତ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ....
ରାଜ୍ୟରେ ଦୈନିକ ସଂକ୍ରମଣ 500 ଟପିଲା...
ଝିଅ ଯୋଗାଇଲେ ରହିବ ଚାକିରି...
ଯାଆଁଳା ଫାଣ୍ଡି ପରିସରରୁ ମହିଳାଙ୍କ କଙ୍କାଳ ଉଦ୍ଧାର ମାମଲା.....
ବର୍ଷା-ଅନୁଭବ ଛାଡପତ୍ର ମାମଲା....କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ଷ୍ଟାର ଦମ୍ପତି.......
ଅର୍ଗସର ମହାପ୍ରଭାବ..... ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ୱର୍ଣ୍ଣପଦକ ଆବଣ୍ଟନ ଅଭିଯୋଗର ହେବ ସମୀକ୍ଷା....
ସିଲ ହେଲା ଘରୋଇ ନର୍ସିଂହୋମ..... କାଗଜପତ୍ର ଅନିୟମିତତା ନେଇ କାର୍ଯ୍ୟାନୁଷ୍ଠାନ.....
ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ..... ବଜ୍ରପାତ ସହ ଜୋରଦାର ବର୍ଷା......
#ArgusNews #Odisha #HeadLines 6PM