ଆଜି କୋରାପୁଟର କୋଟିଆ ଅଞ୍ଚଳର ପରିଦର୍ଶନ କରିବେ ରାଜ୍ୟ ବିଜେପି ଟିମ୍ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସମେତ 10 ଜଣିଆ ଟିମ କୋଟିଆ ଅଭିମୁଖେ ଯାତ୍ରା କରିଛନ୍ତି .....
#ArgusNews #KotiaVisit #Koraput #BJPTeamToVisitKotia
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app