ନକଲି ସାମଗ୍ରୀର ଗନ୍ଥାଘର ପାଲଟିଛି କଟକ । ଆଜି ପୁଣି ଜଗତପୁରରୁ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ନଷ୍ଟ ହୋଇଯାଇଥିବା ସିମେଣ୍ଟକୁ ବ୍ୟବହାର କରାଯାଇ ବିଭିନ୍ନ ବ୍ରାଣ୍ଡର ଲୋଗୋ ଲଗାଇ ମାର୍କେଟକୁ ଛଡାଯାଉଥିଲା । 5 ବର୍ଷ ହେଲା ଭଡା ଘରେ ଚାଲିଥିଲା ନକଲି କାରବାର....
#ArgusNews #Odisha #Cuttack #Choudwar #Duplicate_Ciment