କଂଗ୍ରେସ ବାଣ୍ଟିବ ଭିଟାମିନ ଟାଵଲେଟ
ଟ୍ୱିନ ସିଟିରେ ହୋମ କ୍ୱାରେଣ୍ଟାଇନରେ ଥିବା ସଂକ୍ରମିତଙ୍କୁ ଭିଟାମିନ ଟାବଲେଟ ବଣ୍ଟନ କରିବ କଂଗ୍ରେସ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାସ ଓ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୋୖଧୁରୀଙ୍କ ଦ୍ୱାରା ଭିଟାମିନ ଟାଵଲେଟ ବଣ୍ଟନ କରାଯିବ....
#ArgusNews #Odisha #Congress #Corona #Vitamin #Tablet