କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମରେ ବଧୂହତ୍ୟା ଅଭିଯୋଗ
କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମରେ ବଧୂହତ୍ୟା ଅଭିଯୋଗ । ଏଭଳି ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ । ସେପଟେ ଏହି ଘଟଣାରେ ମୃତକଙ୍କ ସ୍ୱାମୀକୁ ଗିରଫ କରିଛି ବାଙ୍କୀ ପୋଲିସ....
#ArgusNews #Odisha #Cuttack #Murder
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app