ହାଇକୋର୍ଟଙ୍କ ରହିତାଦେଶକୁ ମାନୁନି ବିଡିଏ । ସରକାରୀ ସ୍କୁଲ ଜମିରେ ଚାଲିଛି ବେଆଇନ ନିର୍ମାଣ କାର୍ଯ୍ୟ । ଏ ନେଇ ପୁରାତନ ଛାତ୍ରସଂଘ ଏବଂ ଅଭିଭାବକ ସଂଘ ପକ୍ଷରୁ ଘୋର ବିରୋଧ କରାଯାଇଛି । ତେବେ ଏ ନେଇ ହାଇକୋର୍ଟ ଜାନୁଆରୀ ୧୨ରେ ରହିତାଦେଶ ଦେଇଥିଲେ ମଧ୍ୟ ବନ୍ଦ ହୋଇନି କାର୍ଯ୍ୟ ...
#ArgusNews #Odisha #BDA #Govt_Land
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app