ଜଗତପୁର ଅଗ୍ନିକାଣ୍ଡ ପରେ ଚେତା ପଶିଲା ସ୍ୱାସ୍ଥ୍ୟ ବିଭାଗର । ଭୁବନେଶ୍ୱର ସମ ହସ୍ପିଟାଲରେ ଅଗ୍ନିଶମ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ମକଡ୍ରିଲ । ଏହାପରେ କିମ୍ସ କୋଭିଡ ହସ୍ପିଟାଲରେ ମକଡ୍ରିଲ କରାଯାଇଥିଲା । ବିଶେଷ କରି କୋଭିଡ ହସ୍ପିଟାଲରେ ଥିବା ଅଗ୍ନି ନିର୍ବାପକ ଉପକରଣ ଗୁଡିକର ଯାଞ୍ଚ କରାଯାଇଛି । ଜରୁରୀ ପରିସ୍ଥିତିରେ ହସ୍ପିଟାଲ କର୍ମଚାରୀ କିଭଳି ଉପକରଣର ସଠିକ ଉପଯୋଗ କରିପାରିବେ ପ୍ରଶିକ୍ଷଣ ଦିଆଯାଇଛି
#ArgusNews #Odisha #Bhubaneswar #Hospital #MockDrill