ବ୍ରହ୍ମପୁର ପୋଲିସ ହାତରେ ଆଇପିଏଲ ବେଟିଂର ମୁଖ୍ୟ ଅଭିଯୁକ୍ତ
IPL ବେଟିଂର ମୁଖ୍ୟ ଅଭିଯୁକ୍ତ ଦିନେଶ ସେଠୀକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତକୁ କୋଲକାତାରୁ ଗିରଫ କରାଯାଇଥିବା ସୂଚନା ମିଳୁଛି । ଦିନେଶକୁ 5ଦିନଆ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ପଚରାଉଚରା କରୁଛି ପୋଲିସ.....
#ArgusNews #Odisha #Brahmapur #IPL #Accused #Arrested
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app