ସମାଜରେ ନିର୍ଭୟ ହେବା ଦରକାର । ସ୍ୱାଭିମାନୀ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭର ହେବା ପାଇଁ ବ୍ୟକ୍ତି ଜଣକ ନିର୍ଭୟ ହେବା ଦରକାର । ନିର୍ଭୟ ବାଣୀରେ ନୁହେଁ ବରଂ ମନରେ ହେବା ଦରକାର । ‘ନିର୍ଭୟ’ର ସପ୍ତମ ବାର୍ଷିକ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ବୋଧନ ଦେଇ ମୂଳ ଦାୟିତ୍ୱ ପୂରଣ କଲେ ହିଁ ସମାଜ, ସମଷ୍ଟି, ସମୂହର ସଂସ୍କାର ପ୍ରଜ୍ଜ୍ୱଳିତ ହେବ ବୋଲି କହିଛନ୍ତି । ଏହାସହ ଶ୍ରୀମନ୍ଦିରର ବିକାଶ ପାଇଁ ସମଗ୍ର ହିନ୍ଦୁ ସମାଜ ଓ ସାଢେ ୪ କୋଟି ଓଡିଆ ଲୋକଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ..
#ArgusNews #Odisha #DharmendraPradhan #jagannathTemple