ଆଜିଠାରୁ ପ୍ଲସ ଟୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । କୋଭିଡ କଟକଣା ଭିତରେ ସକାଳ 9ଟାରୁ 5ଟା ପର୍ଯ୍ୟନ୍ତ ନାମଲେଖା ଚାଲିଛି । ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ରଖିବାକୁ ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରତି ଘଣ୍ଟାରେ 15 ଜଣ ପିଲା ନାମ ଲେଖାଇପାରିବେ
#ArgusNews #Odisha #PlusTow_Admission