ବର୍ତ୍ତମାନ ବଢୁଥିବା ସଂକ୍ରମଣ କେତେ ବିପଦଜନକ ତାହା ଏବେ ନିର୍ଦ୍ଦିଷ୍ଟ ଭାବେ କହିହେବନାହିଁ । କିନ୍ତୁ ଆମକୁ ସତର୍କ ରହିବାକୁ ପଡ଼ିବ । ଏହାସହ ଆମକୁ କୋଭିଡ କଟକଣା ମାନିବାକୁ ପଡ଼ିବ । ଯେଉଁମାନେ ଟୀକା ନେବା ପାଇଁ ଯୋଗ୍ୟ ସେମାନେ ଯଥାଶୀଘ୍ର ଟୀକା ନେଇଯିବା ଉଚିତ ପ୍ରତିକ୍ରିୟା ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା...
#ArgusNews #Odisha #Covid #AIIMS #Bhubaneswar