#ପଶ୍ଚିମ_ଓଡିଶା_ପାଇଁ_ଖୁସି_ଖବର
ଶନିବାରଠାରୁ ଝାରସୁଗୁଡ଼ା ଓ ପାଟନା ମଧ୍ୟରେ ବିମାନ ସେବା ଆରମ୍ଭ ହୋଇଛି । ସ୍ପାଇସଜେଟ୍ର ୭୮ ସିଟ୍ ବିଶିଷ୍ଟ ବିମାନ ପ୍ରତିଦିନ ଝାରସୁଗୁଡାରୁ ପାଟନାକୁ ଚଳାଚଳ କରିବ ସୂଚନା ଦେଲେ ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି...
#ArgusNews #Odisha #Jharsuguda #SpiceJet