ଆଜିଠୁ ମାଁ ସମଲେଶ୍ୱରୀଙ୍କୁ ଦର୍ଶନ ଆରମ୍ଭ । ଦିର୍ଘ ୯ ମାସ ପରେ ଜାନୁୟାରୀ ୩ ରେ ମନ୍ଦିର ଖୋଲିଲା । ପ୍ରଥମ 5 ଦିନ ସମ୍ବଲପୁର ବାସୀ ଦର୍ଶନ କଲେ । ଆଜିଠୁ ଜିଲ୍ଲା ବାହାର ଓ ରାଜ୍ୟ ବାହାର ଭକ୍ତ ଦର୍ଶନ କରିଛନ୍ତି ମାଁ ଙ୍କୁ.... କଣ କହୁଛନ୍ତି ଭକ୍ତ ଆସନ୍ତୁ ଜାଣିବା ..
#ArgusNews #Odisha #Temple_Reopen
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app