ମହାମାରୀ କୋରୋନା ବିଭିନ୍ନ ବର୍ଗର ଲୋକଙ୍କ ଜୀବନ ଜୀବିକାକୁ ଗଭୀର ଭାବେ ପ୍ରଭାବିତ କରିଛି...ଏହା ମଧ୍ୟରେ ଅନେକ ନିଜର ବେଉସା ହରାଇ ସାରିଲେଣି..ପ୍ରଥମେ ଲକଡ଼ାଉନ୍ ଆଉ ତାପରେ ପୂଜା ସିଜିନରେ କୋଭିଡ଼ କଟକଣା ଯୋଗୁଁ ହତାଶ ହୋଇ ପଡ଼ିଛନ୍ତି ଟେଣ୍ଟ ହାଉସ ଓ ମେଲୋଡ଼ି ଗ୍ରୁପ୍....
#Argusnews #Odisha #Puri #Corona_Effect