ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବେ ଭକ୍ତ । ଶ୍ରୀମନ୍ଦିର ପରେ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବାକୁ ନିଷ୍ପତ୍ତି । କୋରୋନା ପାଇଁ ଦୀର୍ଘ ସମୟ ଧରି ବନ୍ଦ ରହିଥିଲା ମନ୍ଦିର । କିନ୍ତୁ ଡିସେମ୍ବର 27ରୁ ଲିଙ୍ଗରାଜ ମନ୍ଦିର ଖୋଲାଯିବାକୁ ନିଷ୍ପତ୍ତି ହୋଇଛି.....
#ArgusNews #Odisha #ArgusUpdate #LIngrajatemple #Reopening