ମଣ୍ଡି ଅବ୍ୟବସ୍ଥା, ଧାନ କିଣା ଏବଂ ଭାଜପା ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ଶାସକ-ବିରୋଧୀ ମୁହଁମୁହିଁ ହୋଇଛନ୍ତି। କେହି ନିଜ ଜିଦରୁ ଓହରିବାକୁ ରାଜି ନୁହନ୍ତି। ଏଥିଯୋଗୁ ଲଗାତର 4 ଦିନ ଧରି ଅଚଳ ହୋଇଛି ବିଧାନସଭା ...
#ArgusNews #PaddyIssue #Assembly #Odisha