ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢିବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ । ମୁଣ୍ଡ ଫଟା ଖରାରେ ଭାଜି ହେଉଛନ୍ତି ରାଜଧାନୀବାସୀ । କିନ୍ତୁ ନିଘୋଡ ନିଦ୍ରାରେ ଶୋଇଛି ବିଏମସି । କାହିଁକି ବିଏମସି ଶୋଇଛି । କଣ ପାଇଁ ବିଏମସିର ନୀରବତାକୁ ନେଇ ପ୍ରଶ୍ନ । କାହିଁକି ନା ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବାର ଟାର୍ଗେଟ ରହିଥିଲା । ଯାହା ପୂରଣ ହୋଇପାରିନାହିଁ.....
#ArgusNews #Odisha #Bhubaneswar #BMC #Summer