ନର କଙ୍କାଳକୁ ନେଇ ବଢୁଛି ସସପେନ୍ସ । ବିଳମ୍ୱରେ ଅପମୃତ୍ୟୁ ଖବର ଦେଇ ପୋଲିସ ବିବାଦକୁ ଆସିଥବା ବେଳେ ଡିସିପିଙ୍କ ବୟାନ ହାଜତ ମୃତ୍ୟୁ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଘଟଣା ହାଜତ ମୃତ୍ୟୁ ହେଉ କି ଦୁଷ୍କର୍ମ ପରେ ହତ୍ୟା, ପୁରା ମାମଲାରେ ପୋଲିସର ଭୂମିକା ସନ୍ଦେହ ଘେରକୁ ଆସିଛି । ଏପଟେ ପରିଚୟ ଖୋଜିବାକୁ ମହିଳାଙ୍କ ସ୍କେଚ ପ୍ରସ୍ତୁତ କରିବାକୁ କଙ୍କାଳର କିଛ ଅଂଶକୁ ହାଇଦ୍ରାବାଦ ପଠାଇଛି ପୋଲିସ....
#ArgusNews #Odisha #Bhubaneswar #Skeleton #Custodial_Death