ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧିନ ଜଟାବାଲ ଗାଁ ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖରେ ଘଟିଛି ଦୁର୍ଘଟଣା। ରାସ୍ତାରେ ଚାଲି ଚାଲି ଯାଉଥିବା ସମୟରେ ଦୁଇ ଯୁବକଙ୍କୁ ପଛପଟୁ ଧକ୍କା ଦେଲା ବାଇକ ।ଏଥିରେ ଜଟାବାଲ ଗାଁର ଦୁଇ ପଥଚାରୀଙ୍କ ସମେତ ସମେତ ବାଇକରେ ଥିବା ଅନ୍ୟ 3 ଜଣ ଯୁବକ ଗୁରୁତର ଆହତ ହୋଇଥିଲେ....
#ArgusNews #Odisha #ArgusUpdate #Nabarangpur #Petrolpump #Accident