କ୍ରାଇମବ୍ରାଞ୍ଚଠୁ ଆଶା ହରାଇଲେଣି ସମାଜସେବୀ ଆଦିତ୍ୟ ଦାସଙ୍କ ସମର୍ଥକ । ସେଥିପାଇଁ ସିବିଆଇ ତଦନ୍ତ ଦାବି ହୋଇଛି । ଅନ୍ୟପଟେ କ୍ରାଇମବ୍ରାଞ୍ଚ ଫେସବୁକ ଚିଠି ଦେବା ସହ 10 ମାସର ଫୋଲ କଲ ରେକର୍ଡ ଯାଞ୍ଚ କରିବା ସୂଚନା ମିଳିବା ପରେ ଆଦିତ୍ୟଙ୍କ ସମର୍ଥକଙ୍କୁ ମିଳିଛି ନୂଆ ଆଶା....
#Argusnews #Odishanews #Aditya_Das #Murder_Mistery