ରେଲଓ୍ବେ ଷ୍ଟେସନରେ ବଢିଚାଲିଛି କୋରୋନା ସଂକ୍ରମଣ ...
ରାଜ୍ୟରେ ଦ୍ରୁତ ଗତିରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ବିପଜ୍ଜନକ ହାରରେ ମାଡ଼ିଚାଲିଛି । ଗତ ୨୪ ଘଣ୍ଟା ରାଜ୍ୟରେ ୧୭୪୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ...
#ArgusNews #CoronaUpdate #Odisha #RailwayStation #Bhubaneswar