ଗଣତନ୍ତ୍ର ଦିବସର ଗୋଟିଏ ଦିନ ଆଗରୁ ସ୍ୱାଭିମାନ ଅଂଚଳର ଜନ୍ତୁରାଇ ଗାଁରେ ମାଓବାଦୀ ଚେଷ୍ଟା କରିଥିଲେ ଦମାନନୀଳ କରିବାକୁ । କିନ୍ତୁ ଇତିହାସରେ ପ୍ରଥମ ଥର ପାଇଁ ମାଓବାଦୀଙ୍କ ଲାଲ ଆଖିକୁ ନ ଡରି ପାଲଟା ଆକ୍ରମଣ କରିଥିଲେ ଗ୍ରାମବାସୀ.....ସେଦିନର ସେହି ଘଟଣା ବାବଦରେ ଗ୍ରାମବାସୀମାନେ କଣ କହୁଛନ୍ତି ଶୁଣନ୍ତୁ...
#ArgusNews #Odisha #Malkangiri #Mao #Attack