କରୋନା ମହାମାରୀରେ ମହାକେଳାଙ୍କାରୀ.....ମାସ୍କ ଓ ପିପିଇ କିଟ କିଣାରେ ମହାଦୁର୍ନୀତି ମାମଲା । ଲୋକୟୁକ୍ତଙ୍କ ପାଖରେ ରିପୋର୍ଟ ଦାଖଲ କରିଲା ଭିଜିଲାନ୍ସ । ଆସନ୍ତା 26 ତାରିଖରେ 3 ଜଣିଆ ଖଣ୍ଡପୀଠରେ ହେବ ମାମଲାର ଶୁଣାଣୀ । ତେବେ ଭିଜିଲ୍ଲାନ୍ସ ଦାଖଲ କରିଥିବା ରିପୋର୍ଟରେ କଣ ରହିଛି ତାହା ଉପରେ ରହିଛି ସମସ୍ତଙ୍କ ନଜର.....
#ArgusNews #Odisha #Corona #PPE_KIT #Mask_Scam #Vigilance