ଜଗତସିଂହପୁର ଜିଲ୍ଲାର ଜଣେ ଯୁବକ ନିଜସ୍ୱ ଉଦ୍ୟମରେ ଆରମ୍ଭ କରିଛନ୍ତି ସେନା ତାଲିମ । ସମ୍ପୂର୍ଣ୍ଣ ମାଗଣାରେ ମିଳୁଥିବା ଏହି ତାଲିମ ନେଇ ବହୁ ଯୁବକ ପୋଲିସ ଓ ସେନାରେ ଯୋଗଦେଇ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି । ଅଧିକରୁ ଅଧିକ ଯୁବକ ସେନାରେ ଯୋଗଦେଇ ଦେଶପାଇଁ କିଛି କରନ୍ତୁ ଏହି ଲକ୍ଷ୍ୟରେ ସିଲୁ ଗଢ଼ିଛନ୍ତି ମହାଗୁରୁ ରେଜିମେଣ୍ଟ....
#ArgusNews #Odisha #Jagatsinghpur #Army_Training #Mahaguru_Regiment #Good_News