ଶଳା ବାହାଘରକୁ ଆସିଥିଲାବେଳେ ଗଲା ଜ୍ୱାଇଁର ଜୀବନ । ଟ୍ରକ ଧକ୍କାରେ ଜ୍ୱାଇଁର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଞ୍ଚଳରେ ଘଟିଛି ଘଟଣା । ମୃତକ ମାଳ ତେନ୍ତୁଳିଆ ଗାଁର ବାପୁନି ସେଠୀ। ସେ ସୁରଟରେ ରହି କାମ କରୁଥିଲାବେଳେ ଶଳା କେଦାର ସେଠୀଙ୍କ ବାହାଘରକୁ ଆସିଥିଲେ .....
#ArgusNews #Ganjam #Polsara #Accident #Death
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app