#ମହିଳାଙ୍କ_ପାଇଁ_କାହାର_କେତେ_ଦରଦ
ମହିଳା ଦିବସକୁ ନେଇ ରାଜନୀତି । ବିଭିନ୍ନ ପ୍ରସଙ୍ଗରେ ବିଜେଡି-ବିଜେପି ମଧ୍ୟରେ ଲଢ଼େଇ । 147 ବିଧାନସଭା ନିର୍ବାଚନମଣ୍ଡଳୀରେ ମହିଳା ସମାବେଶ କରିବ ବିଜେଡି ମହିଳା ଶାଖା । ସେପଟେ ରାଜ୍ୟ ସରକାରଙ୍କୁ ଘେରିବାକୁ ବିଜେପିର ପ୍ରସ୍ତୁତି । ମାର୍ଚ୍ଚ 8 ତାରିଖରେ 5 ପ୍ରଶ୍ନ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେପି ମହିଳା ମୋର୍ଚ୍ଚା ...
#ArgusNews #Odisha #BJP4Odisha #bjd #CMO_Odisha