#2ବରିଷ୍ଠ_ଅଧିକାରୀଙ୍କୁ_ଗିରଫ_କଲା_ଭିଜିଲାନ୍ସ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ 2 ବରିଷ୍ଠ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ। ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଗିରଫ। ଆୟ ତୁଳନାରେ ଉମେଶଙ୍କ ସମ୍ପତ୍ତି 368 ପ୍ରତିଶତ...।
#ArgusNews #VigilanceRaid #Nonincomeassets #DirectorateofMines #Bhubaneswar #Odisha