ରାଜ୍ୟ ପ୍ରଦୂଷଣ ବୋର୍ଡ ଚିଫ ଇଞ୍ଜିନିୟର ଘରେ ଭିଜିଲାନ୍ସ ରେଡ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚିଫ ଇଞ୍ଜିନିୟର ରବି ନାରାୟଣ ସାହୁଙ୍କର ଭୁବନେଶ୍ୱରର ୫ ଟି ସ୍ଥାନ, ଅଫିସ ଓ ଗଞ୍ଜାମର ଗୋଟିଏ ସ୍ଥାନରେ ରେଡ କରିଛି ଓଡ଼ିଶା ଭିଜିଲାନ୍ସ।
#Vigilance #VigilanceRaid #Raid #PollutionBoard #chiefengineer #bhubneshwar #Ganjam #office #Odisha #ArgusNews