ଅସାନି ପ୍ରଭାବରେ ବର୍ଷା ଯୋଗୁଁ ଭିଜିଲା ଚାଷୀର ରବି ଫସଲ ।
10ରୁ 12 ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରାଇଥିଲେ । ହେଲେ ସୁରକ୍ଷିତ ସ୍ଥାନର ଅଭାବ ଯୋଗୁଁ ଚାଷୀ ରବି ଫସଲ ବିଲରୁ ଆଣି ବାଡ଼ିରେ ଭିଜୁଥିବା ଦେଖିବାକୁ ମିଳିଛି ।
#cyclone2022 #Rabifarming #rainfall #Odisha #ArgusNews