#ଗାଁ_ଚାଷ_ଜମି_ଓ_ପୋଖରୀରେ_ମିଶୁଛି_ଓପିଜିସି_ପାଉଁଶ_ମିଶ୍ରିତ_ପାଣି
ଗ୍ରାମବାସୀଙ୍କ ପ୍ରତିବାଦ । ଓଡିଶା ବିଦ୍ୟୁତ ଉତ୍ପାଦନ ନିଗମକୁ ସମସ୍ୟା ପିଛା ଛାଡୁନାହିଁ । ୧୭୪୦ ୟୁନିଟ ମେଗାୱାଟ ଉତ୍ପାଦନ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ କେନ୍ଦ୍ରର ଆସ୍ ପାଇପ ଫାଟି ଟର୍ଚ୍ଚା ପରିସରକୁ ଆସିଥିଲା । କିନ୍ତୁ ଏବେ ପୁଣିଥରେ ଅନ୍ୟସ୍ଥାନରୁ ଓପିଜିସି ପ୍ଲାଣ୍ଟରୁ ନିର୍ଗତ ଦୂଷିତ ପାଉଁଶ ମିଶ୍ରିତ ବିଷାକ୍ତ ପାଣି ପ୍ରଚୁର ମାତ୍ରାରେ ବାହାରି ଲୋକେ ବ୍ୟବହାର କରୁଥିବା ପୋଖରୀ ମିଶିଛି ।
#Jharsuguda #OPGC #factory #electricity #Odisha #farmers #ArgusNews