#ବଡ଼_ଜାମବାଣୀ_ଗ୍ରାମରେ_ପଡିନାହିଁ_ବିକାଶର_ପାଦ_ଚିହ୍ନ
ଆଜିବି ଅବହେଳିତ ନିଷ୍ପେସିତ ଉପାନ୍ତରେ ବସବାସ କରୁଥିବା ଖଡ଼ିଆ ସମ୍ପ୍ରଦାୟର ଆଦିମ ଜନଜାତି ବିକାଶର ପାହାଚ ଚଢିପାରିନାହାନ୍ତି ଏମାନେ । ଆମେ କହୁଛୁ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଦାନ୍ତିଆମୁହାଁ ପଞ୍ଚାୟତ ବଡ଼ ଜାମବାଣୀ ଗ୍ରାମବାସୀଙ୍କ କଥା, ଏହି ଗ୍ରାମରେ ୫୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରନ୍ତି । ଏବେବି ଦାରିଦ୍ର ସୀମା ରେଖା ତଳେ ରହୁଛନ୍ତି ଏମାନେ ।
#Mayurbhanj #Jamabani #development #Odisha #ArgusNews