ବିଜେଡି କର୍ମୀ ଟଙ୍କା ବାଣ୍ଟୁଥିବା ବେଳେ ଧରିଲେ ଗ୍ରାମବାସୀ । ଝାରବନ୍ଦ ବ୍ଲକ ଗୋଠୁଗୁଡା ଗ୍ରାମପଞ୍ଚାୟତର ଡୁଙ୍ଗୁରିଚଢ଼ା ଗାଁ ରେ ବିଜେଡି ତରଫରୁ ଟଙ୍କା ବାଣ୍ଟୁଥିବା ସମୟରେ ଜଣକୁ ଅଟକ ରଖିଛନ୍ତି ଗ୍ରାମବାସୀ ଓ ତିନିଜଣ ଫେରାର ହୋଇଥବା ସୂଚନା ରହିଛି ।
#ArgusNews #padampur #padampurbypoll #padampurbyelection