ରାସ୍ତାର ସୁବିଧା କହିଲେ ବାଉଁଶ ପୋଲ ଓ ପାନୀୟଜଳ କହିଲେ ବିଲ ମଝିରେ ଥିବା ପରିତ୍ୟକ୍ତ କୂଅ ଓ ଚୁଆ ପାଣି । ସ୍ଵାଧିନତାର 74 ବର୍ଷ ବିତିଲାଣି ହେଲେ ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକର କମଳାଶୋଳ ଗାଁରେ ବିକାଶ କେବଳ ପ୍ରତିଶ୍ରୁତିରେ ଅଟକିଛି।
#Roadissue #bamboopool #waterproblems #Mayurbhanj #Badasahi #problems #issue #Odisha #ArgusNews