#ଅନ୍ଧବିଶ୍ୱାସର_ଗଳିରେ_ମନ୍ତ୍ରୀଗୁଡା_ଗ୍ରାମବାସୀ
#କେବେବି_ମାଡି_ନାହାନ୍ତି_ସ୍କୁଲ_ବାରଣ୍ଡା
କଳାହାଣ୍ଡି ଜୁନାଗଡ଼ ମୁଣ୍ଡରାଗୁଡା ପଞ୍ଚାୟତର ପାହାଡର ୩କିଲୋମିଟର ଉପରେ ଜନବସତି କରିଥିବା ଏକ ଗାଁ ହେଉଛି ମନ୍ତ୍ରୀଗୁଡା । ଏମାନଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ ହୋଇ ପଡିଛି । ନା ଅଛି ଗମନାଗମନ, ନା ଅଛି ଶିକ୍ଷା, ନା ସ୍ୱାସ୍ଥ୍ୟ ,ନା ରହିବା ପାଇଁ ଆବାସ ଯୋଜନାରେ ଘର । ସରକାରଙ୍କ ଯୋଜନା ଏବେ ଫମ୍ପା ମାଠିଆରେ ରହି ଯାଉଛି ।
#ArgusNews #development #OdishaGovt #Kalahandi #mantriguda #education #health #road #odisha