ଟୋକିଓରେ ଚାଲିଥିବା ଅଲମ୍ପିକ୍ସରେ ପାରା ବ୍ୟାଡମିଣ୍ଟନରେ ଭାରତ ପକ୍ଷରୁ ଖେଳିବାକୁ ଯାଇଛନ୍ତି ପ୍ରମୋଦ ଭଗତ । ତାଙ୍କ ବିଜୟ ପାଇଁ ଅତାବିରାବାସୀ ଆଜି ସ୍ଥାନୀୟ ଦୁର୍ଗା ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ସହ ଅଖଣ୍ଡ ଦୀପ ପ୍ରଜ୍ବଳନ କରିଛନ୍ତି
#Tokyo #Paraolympics #pamodBhagat #Worship #Paraolympian #badminton #Odisha #ArgusNews