ଦୂର୍ଗମ ଅଞ୍ଚଳରେ ଏମିତି ଅନେକ ଗାଁ ରହିଛି ଯେଉଁଠି ବର୍ତ୍ତମାନ ସୁଦ୍ଧା ସବୁ ସରକାରୀ ଯୋଜନା ଅପହଞ୍ଚ । ଗାଁ କୁ ପ୍ରଧାନ ମନ୍ତ୍ରୀ ସଡ଼କ ଯାଇଛି କିନ୍ତୁ ସେଠାରେ ବିକାଶ ପହଞ୍ଚାଇବାରେ ବୋଧେ ସ୍ଥାନୀୟ ନେତା ଓ ସରକାରୀ ବାବୁଙ୍କ ଉଦ୍ଦେଶ୍ୟ ନାହିଁ । ଫଳରେ ଗାଁର ଲୋକେ ଏବେ ମଧ୍ୟ ସରକାରୀ ଯୋଜନାର ସୁବିଧା ପାଇବାରୁ ବଞ୍ଚିତ ।
#ArgusNews #Gajapati #Mohana #GovtSchemes #PublicIssue #WaterProblem #Odisha