ଡେଫର୍ଡ-ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ କନ୍ତଳବାଇ ଗ୍ରାମପଞ୍ଚାୟତ ଝାନସୀପାଟଣା ଗ୍ରାମବାସୀଙ୍କ ପ୍ରତିବାଦ। ଖୋର୍ଦ୍ଧା ଟାଗିଂ ବ୍ଲକ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣୀ ଚାଲିଥିବା ବେଳେ ଗେଟ ବାହାରେ ଧାରଣା ଓ ପ୍ରତିବାଦ ଦେଖିବାକୁ ମିଳିଛି...।
#ArgusNews #Khordha #VillegersProtest #Odisha