ଭୁବନେଶ୍ବର ସହିଦ ନଗର ମୈତ୍ରି ଯୋଗାଣ ଷ୍ଟୋରରେ ଉତ୍ତେଜନା । ରାସନ ସାମଗ୍ରୀ ଥାଇ ମଧ୍ୟ ହିତାଧିକାରୀଙ୍କୁ ବଣ୍ଟନ ନହେବାରୁ ଉତ୍ତେଜନା । ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କଲେ ଭୁବନେଶ୍ବର ମେୟର ସୁଲୋଚନା ଦାସ ।
#Bhubaneswar #saheednagar #pdsrastion #Mayor #SulochanaDas #Investigate #ArgusNews