#ରାଜ୍ୟରେ_ମହିଳା_ଅପରାଧକୁ_ପ୍ରୋତ୍ସାହନ_ଦେଉଛି_କିଏ?
#ଅନ୍ୟ_ରାଜ୍ୟ_ତୁଳନାରେ_କାହିଁକି_ଓଡ଼ିଶାରେ_ଦଣ୍ଡବିଧାନ_ହାର_କମ୍
ରାଜ୍ୟରେ ମହିଳା ଅପରାଧକୁ ପ୍ରୋତ୍ସାହନ ଦେଉଛି କି ଦଣ୍ଡବିଧାନ ହାରର ଦୁଃସ୍ଥିତି ? ସାଢେ ୩ ବର୍ଷରେ ୧୫ ହଜାରରୁ ଅଧିକ ଦୁଷ୍କର୍ମ ମାମଲା। ନିଖୋଜ ଅଛନ୍ତି ୧୬ ହଜାର ୫୩ଜଣ। ସରକାରଙ୍କ ନୀତି ରାଜ୍ୟକୁ କରିଛି କି ଅପରାଧୀଙ୍କ ଭୂସ୍ବର୍ଗ ?
#Bhubaneswar #Crime #Women #Odisha #ArgusNews