ଭଳିକି ଭଳି ଫୁଲରେ ଝଟକିବ ବିଶ୍ବନିଅନ୍ତାଙ୍କ ରଥ । ସେବତୀ, କଦମ୍ବ, ସୂର୍ଯ୍ୟମୁଖୀ ଭଳି ଫୁଲରେ ସଜେଇ ହେବ ୩ ରଥ । ହେଲେ ଏ ଫୁଲ କିନ୍ତୁ ସୋଲରେ ତିଆରି । ରଥଯାତ୍ରାରେ ରଥକୁ ସଜ୍ଜିତ କରିବାକୁ ଏଭଳି ଫୁଲ ପ୍ରସ୍ତୁତ କରୁଛନ୍ତି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହିର ରାଜକିଶୋରଙ୍କ ପରିବାର ।
#Khordha #RathaYatra #thermocolflower #SulaFula #Odisha #ArgusNews