ଭିସୁଟ୍ ଛାତ୍ରୀ ଚିନ୍ମୟୀ ମୃତ୍ୟ ଘଟଣା । ଆସିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ । ସେପଟେ ଅଭିଯୁକ୍ତ ପ୍ରୀତିମାନ ଦେ ଓ ମାନସ ଟୁଡୁ କଲେ ସିନ୍ ରିକ୍ରିଏସନ । ବୁର୍ଲା ପୋଲିସ ଘଟଣାସ୍ଥଳକୁ ରାତି ଅଧିଆ ନେଇ ସିନ୍ ରିକ୍ରିଏସନ କରିଛି ।
#ArgusNews #VSSUTStudent #ChinmayeePriyadarshini #DeathCase #CrimeSceneRecreation #burla #Odisha