ଗୁଟେ ଆଡେ ରାସ୍ତାରୋକ୍ ଆର୍ ଗୁଟେ ଆଡେ ଚାଷୀକଁର୍ ଧାରନା । ରବି ଫସଲ୍ ଲାଗିର୍ ଚିନ୍ତାନେ ଚାଷୀ । ପାଏନ୍ ଯୁଗାବାରନେ ଫେଲ୍ ପ୍ରଶାସନ୍ । ପାଏନ୍ ଲାଗିର୍ ତଲ୍ ମୁଡିଆ ଆର୍ ଉପର୍ ମୁଡିଆ ଚାଷୀକଁର୍ ଭିତରେ ଝମେଲା ଦେଖବାକେ ମିଲିଛେ । ନୂଆପଡା ଜିଲ୍ଲାର୍ ଯୋଙ୍କ ପ୍ରକଳ୍ପ ପାଏନ୍ ଲାଗିର୍ ଏବେ ରାଜରାସ୍ତାରେ ଚାଷୀମାନେ ।
#ArgusNews #waterissues #protest #VillagersProtest #OdishaGovt #Nuapada #Odisha