#କଳାହାଣ୍ଡି_ଜମୁନାପୁରରେ_ଜଳ_ଯନ୍ତ୍ରଣା
ପାନୀୟ ଜଳ ପାଇଁ ଲୋକେ ଡହଳ ବିକଳ । ଶୁଖିଯାଇଛି ନଳକୂପ, ପୋଖରୀ । ବାଧ୍ୟ ହୋଇ ପୋଖରୀରେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି ଲୋକେ । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବୁରୋପଦର୍ ପଞ୍ଚାୟତ ଅଧୀନସ୍ଥ ଜମୁନାପୂର୍ ଗାଁରେ ଉତ୍କଟ ହୋଇଛି ଜଳକଷ୍ଟ । ଗାଁରେ ବସବାସ କରୁଛନ୍ତି ୬୦ରୁ ଉର୍ଦ୍ଧ ପରିବାର ।
#Kalahandi #jamunapur #WaterProblem #Odisha #ArgusNews