ଗଜପତି ଜିଳ୍ଲାର ଆଦିବାସୀ ଅଧୁଷିତ ଇଲାକାରେ ଫେଲ ମାରିଛି ବସୁଧା ଯୋଜନା। ଘର ଘରକୁ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ବି ଫଳ ଶୂନ। ଖରା ଆରମ୍ଭରୁ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପର୍ଶୁରାମ ଗାଁରେ ଦେଖାଦେଲାଣି ଉତ୍କଟ ଜଳକଷ୍ଟ
#Gajapati #WaterProblem #Odisha #ArgusNews