#ଉପାନ୍ତରେ_ଜଳ_କଷ୍ଟ
ଉପାନ୍ତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଉଦୁଲିବେଡା ପଂଚାୟତ ସିଂଗୁଡା ଗ୍ରାମରେ 45 ରୁ ଉର୍ଦ୍ଧ୍ବ ପରିବାର ରହୁଥିବା ବେଳେ 200 ରୁ 250 ଲୋକ ବସବାସ କରୁଛନ୍ତି। ଗାଁରେ ମାତ୍ର ତିନୋଟି ନଳକୂପ ଅଛି । ସେଥିରୁ ଗୋଟିଏରେ ପାଣି ବାହାର କରିବାକୁ ଚେଷ୍ଟା କଲେ ବହୁ ସମୟ ପରେ ବାହାରୁଛି ।
#WaterProblem #development #villagers #waterlines #Malkangiri #Odisha #ArgusNews