#ବିକାଶର_ପୋଥି_ଭିତରେ_ହଜିଯାଇଛି_ଗାଁର_ଭାଗ୍ୟ
ସମସ୍ୟା ଘେରରେ ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକର ରାମଚନ୍ଦ୍ରପୁର ଗାଁ । ଗାଁକୁ ନାହିଁ ରାସ୍ତା । ପିଇବା ପାଇଁ ପାନୀୟ ଜଳର ନାହିଁ ସୁବିଧା ।ଦେଖିବା ଏହି ରିପୋର୍ଟ ।
#ArgusNews #WaterProblem #Mayurbhanj #Rairangpur #villagers #drinkingwater #ramchandrapur #OdishaGovt #Odisha