#ପିଇବା_ପାଣି_ପହଞ୍ଚାଇବାରେ_ଫେଲ୍_ପ୍ରଶାସନ
#ନଳକୂପରୁ_ବାହାରୁଛି_ଗୋଳିଆ_ପାଣି
ପ୍ରତିଦିନ ପାନୀୟଜଳ ପାଇଁ ଡହଳ ବିକଳ ଗ୍ରାମବାସୀ, ବସୁଧା ଯୋଜନାରେ ପାଣି ଟାଙ୍କି ହୋଇଛି ସତ କିନ୍ତୁ ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାରେ ଗ୍ରାମବାସୀ । ନାନା ଅସୁବିଧାର ସମୁଖୀନ ହେଉଛନ୍ତି , ଆସନ୍ତୁ ଦେଖିବା ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ରସାମତଳ ଗ୍ରାମରୁ ଏହି ରିପୋର୍ଟ ।
#ArgusNews #WaterProblem #Mayurbhanj #villagers #development #OdishaGovt #Odisha