#ଚୁଆ_ପାଣିରେ_ମେଣ୍ଟୁଛି_ଶୋଷ
ହନ୍ତସନ୍ତ ହେଉଛନ୍ତି 35ରୁ ଉର୍ଦ୍ଧ୍ୱ ପରିବାର । ରାତି ପାହିଲେ ହାତରେ ଗରା ବାଲ୍ଟି ଧରି ମହିଳାମାନେ ରେଙ୍ଗାଳି ତୁଡ଼ି ବନ୍ଧ ଅଭିମୁଖେ ଯିବାକୁ ବାଧ୍ୟ ହେଉଛନ୍ତି । ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ କରଡ଼ାପାଳ ପଞ୍ଚାୟତରେ ରହିଛି ନାଣ୍ଡିଝରିକୁଶବଣିଆ ସାହି ।
#ArgusNews #WaterProblem #OdishaGovt #development #Angul #Odisha